KAHINATHIBA KATHA

Por NIRANJAN SAHU

Estado: DE 2ª MANO (BUENO)


Vendido por World Wide Books


Envío desde Sevilla, España Península lo tendrás en Transporte vendedor profesional




Otros vendedores (nuevo y usado) desde 189,00 €


Sinopsis

ଦିହଜାର କୋଡ଼ିଏ ମସିହା ଡିସେମ୍ବର ମାସରେ ମୋର ସ୍ମୃତିଲେଖ ’କଥା ଅନେଶ୍ୱତ’ ପ୍ରକାଶିତ ହୋଇଥିଲା, ସରକାରୀ ଚାକିରିରୁ ଅବସରର ମାସେ ପୂର୍ବରୁ। ସେତେବେଳେ ଅନୁଭବ କରିଥିଲି ଆହୁରି ଅନେକ କଥା ବାକି ରହିଗଲା କହିବାକୁ ଏବଂ ସେଥିପାଇଁ ସେତେବେଳେ ଲେଖିଥିଲି ଏହାକୁ ସ୍ମୃତି କଥାର ପ୍ରଥମ ଭାଗ ଭାବରେ ଧରିନେବା ପାଇଁ। ଆଜି ଯେତେବେଳେ ସ୍ମୃତିଲିପିର ଦ୍ୱିତୀୟ ଖଣ୍ଡ ପ୍ରକାଶିତ ହେବାକୁ ଯାଉଛି ମୁଁ ଅନୁଭବ କରୁଛି ପ୍ରଥମ ଓ ଚଳିତ ଦୁଇଟିଯାକ ପୁସ୍ତକ ନ ପଢ଼ିଲେ ଅନେକ କଥା ଅନାଲୋଚିତ ରହିଯିବ। ଏଥିରେ ସନ୍ନିବେଶିତ ଘଟଣାଗୁଡ଼ିକ କେବଳ ମୋର ଅବସର ପରବର୍ତ୍ତୀ ସମ୍ବାଦ ନୁହେଁ ବରଂ ସେଇ ପୁସ୍ତକରେ ଲେଖା ହୋଇନଥିବା କାହାଣୀ, କୁହା ନ ଯାଇଥିବା କଥା। ’କଥା ଅନେଶ୍ୱତ’ ବାହାରିବା ପରେ ଅନେକ ମନ୍ତବ୍ୟ ମିଳିଥିଲା ଯାହା ଭିତରୁ ବହୁ ଭାଗ ସକାରାତ୍ମକ। ଅନେଶ୍ୱତରୁ ଶହେକୁ ଡେଇଁବା କେତେ କଷ୍ଟ ତାହା ମୁଁ ଏଇଠି ଅନୁଭବ କରୁଥିଲି। ଲେଖୁଥିବା ମଣିଷଟିଏ ତ ତା ଜୀବନରେ ଶତକ ଛୁଇଁପାରେ ନାହିଁ। କଥା ସବୁବେଳେ ରହିଯାଏ କିଛି ଅକୁହା; ମାତ୍ର ହଲପ କରି କହିପାରେ ଏଇ ଘଟଣାଗୁଡ଼ିକ ମୋ ନିଜ ଜୀବନକୁ ଛୁଇଁଛି କେତେବେଳେ ମୋତେ ଉତ୍ସାହିତ କରିଛି, ତେବେ ପୁଣି ଦେଇଛି ଅଭିସମ୍ପାତ। ଜୀବନ କେବେ ବି ଏକ ସରଳରେଖା ନୁହେଁ ତାହା ପ୍ରତିପାଦିତ ହୋଇଛି ବାରମ୍ବାର। -ବିନୀତ ଲେଖକ

Especificaciones del producto

Reseñas sobre KAHINATHIBA KATHA

Comparte tu experiencia con la comunidad lectora.

0

0 Reseñas

5 0
4 0
3 0
2 0
1 0

Sólo por opinar entras en el sorteo mensual de tres tarjetas regalo valoradas en
20€